କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ कृषि विज्ञानं केंद्र, गंजाम-१ KRISHI VIGYAN KENDRA, Ganjam-1

ODISHA UNIVERSITY OF AGRICULTURE & TECHNOLOGY

Mobile Advisory

ଅଧିକ ଅମଳ ଓ ଲାଭ ପାଇଁ ଯାନ୍ତ୍ରିକ ପ୍ରଣାଳୀ ବୁଣା ଧାନ ଚାଷ ଅବଲମ୍ବନ କରନ୍ତୁ I ଏଥିପାଇଁ ମେ ମାସ ଶେଷ ସପ୍ତାହ ରୁ ଆରମ୍ଭ କରି ମୌସମୀ ବର୍ଷା ପର୍ଯ୍ୟନ୍ତ ବିହନ ଓ ସାର ବୁଣା ଯନ୍ତ୍ର ବ୍ୟବହାର କରି ବିହନ ବୁଣନ୍ତୁ
------------------------

ଲଗାତାର ବର୍ଷା ସମୟରେ ବାଡ଼ି ଅଗଣାରେ କୁକୁଡ଼ା ମାନଙ୍କୁ ଖୁଦ, ଧାନ, ଭାତ, ଆଜୋଲା ଇତ୍ୟାଦି ଖାଦ୍ୟ ଦିଅନ୍ତୁ। ଗୋଖାଦ୍ୟ ବାୟୁମଣ୍ଡଳରୁ ଜଳୀୟ ଅଂଶ ନେଇ ଏହାର ମାନ ହ୍ରାସ ପାଇଥାଏ ଏଥିପାଇଁ ପ୍ରତି ସପ୍ତାହରେ ଖାଦ୍ୟ ବସ୍ତାକୁ ଖରାରେ ଶୁଖାନ୍ତୁ । ଗୋରୁ ଗୁହାଳକୁ ଫିନାଇଲ୍ (ପାଣି ସହିତ ୧:୨୦ ଅନୁପାତରେ ମିଶ୍ରଣ) ସହିତ ଧୋଇ ଦିଅନ୍ତୁ ଏବଂ ଗୁହାଳ ଚାରିପାଖରେ ବ୍ଲିଚିଂ ପାଉଡର ସିଞ୍ଚନ କରନ୍ତୁ।
------------------------

ଧାନରେ ମାଟିଆଗୁଣ୍ଡି କୀଟର(ଚକଡା ରୋଗ)ପରିଚାଳନା ପାଇଁ ଜମିରୁ ପାଣି କାଟି ଦିଅନ୍ତୁ,୬ଫୁଟ ଅନ୍ତରରେ ପହି ଭାଙ୍ଗନ୍ତୁ ଓ ଗଛମୂଳରେ DINOTEFURAN ୧୫୦ଗ୍ରାମ କିମ୍ବା BUPROFEZIN+ACEPHATE ୧.25kg ହେକଟର ପ୍ରତି ୫୦୦ ଲିଟର ପାଣିରେ ମିଶାଇ ସିଂଚନ୍ତୁ.
------------------------

ଅଂଶୁଘାତ ରୁ ରକ୍ଷା ପାଇବା ପାଈଁ ପ୍ରଚୁର ପରିମାଣରେ ଲେମ୍ବୁ ପାଣି, ଘୋଳ ଦହି, ମିଶ୍ରି ସର୍ବତ, କଞ୍ଚା ଆମ୍ବ ଏବଂ ପୋଦିନା ସର୍ବତ ପ୍ରତିଦିନ ପିଅନ୍ତୁ
------------------------

ବର୍ତମାନ ପୁରୀ ଡେଲାଙ୍ଗ ରେ ବାର୍ଡ଼ ଫ୍ଲୁ ଆରମ୍ଭ ହେଇଛି, ଆମ ଆମ ଗୃହପାଳିତ ପକ୍ଷୀ ମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି, ତେଣୁ ଯଦି କୌଣସି ଜାଗା ରେ କାଉ କିମ୍ଵା କିଛି ପକ୍ଷୀ ବହୁ ମାତ୍ରା ରେ ମରିଥିବାର ଦେଖନ୍ତି ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକତ୍ସାଳୟ ରେ ଜଣାନ୍ତୁ, ଛୁଆ ମାନଙ୍କୁ କୁକୁଡ଼ା ଆଦି ପକ୍ଷୀ ସଂପର୍କରେ ଆସିବାକୁ ଦିୟନ୍ତୁ ନାହିଁ, ମରିଥିବା ପକ୍ଷୀ କୁ ଖାଲି ହାତରେ ଧରନ୍ତୁ ନାହିଁ, ହାତରେ ଗ୍ଲୋଭେସ ପିନ୍ଧି ଓ ମୁହଁ ରେ ମାସ୍କ ପିନ୍ଧି ମୃତ ପକ୍ଷୀ କୁ ପୋତି ଦିୟନ୍ତୁ, ଚୂନ ପକାନ୍ତୁ
------------------------

ପୋଖରୀ ହୁଡ଼ା ଗୁଡ଼ିକର ଉଚ୍ଚତା ବୃଦ୍ଧି କରନ୍ତୁ, ଆବଶ୍ୟକ ହେଲେ କ୍ଷତିଗ୍ରସ୍ତ ହିଡ଼ ଗୁଡ଼ିକର ମରାମତି କରନ୍ତୁ ଏବଂ ଅତିରିକ୍ତ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ନାଳ ରଖନ୍ତୁ। ପୋଖରୀରୁ ମାଛ ଖସିଯିବାକୁ ରୋକିବା ପାଇଁ ନାଳର ଭିତର କିମ୍ବା ବାହାର ପଥରେ ଜାଲ ଲଗାନ୍ତୁ। oଜଳ ମାନ ମୁଖ୍ୟତଃ ପି.ଏଚ୍ ଏବଂ କ୍ଷାରୀୟ ଅଂଶ ପରୀକ୍ଷା କରନ୍ତୁ ଏବଂ ମତ୍ସ୍ୟ ଅଧିକାରୀ, ବୈଜ୍ଞାନିକ ଏବଂ ସମ୍ପ୍ରସାରଣ କର୍ମଚାରୀଙ୍କ ସହିତ ପରାମର୍ଶ କରି ଚୂନ ଏବଂ ସାର ପ୍ରୟୋଗ କରନ୍ତୁ।
------------------------

ଛତୁ ବେଡ଼ ରେ ବିଭିନ୍ନ ଅଦରକାରୀ କବକ କୁ ରୋକିବା ପାଇଁ ନଡ଼ା ବତୁରାଈବା ବେଳେ ବେଡ଼ ପ୍ରତି ୧୦ଗ୍ରାମ ଚୁନା ପ୍ରୟୋଗ କରନ୍ତୁ. ପାଳଛତୁ ଚାଷ ପାଇଁ ଅଧିକ ଅମଳକ୍ଷମ ବିହନ ଓସମ-୧୧ ବ୍ୟବହାର କରନ୍ତୁ. ଏହା ଅନ୍ୟ ବିହନ ଅପେକ୍ଷା ୧୪ପ୍ରତିଶତ ଅଧିକ ଅମଳ ଦେଇଥାଏ.
------------------------

ଅତ୍ୟଧିକ ବର୍ଷା ମାଡ଼ ଖାଇ ମକାଗଛ ଢଳିପଡିଥିଲେ ମୂଳକୁ ମାଟି ଦେଇ ଉଠାଇଦିଅନ୍ତୁ.ପତ୍ର ଆଚ୍ଛାଦ ପୋଡା ରୋଗ ଦେଖାଦେଲେ ଏକର ପ୍ରତି ୫୦୦ମିଲି VALIDAMYCIN ୩% L କିମ୍ବା ୨୦୦ମିଲି PROPICONAZOL ୨୫% E .C 200 ଲିଟର ପାଣିରେ ମିଶାଇ ମୂଳକୁ ସିଞ୍ଚନ କରନ୍ତୁ.
------------------------

ଏହି ସମମୟରେ ପଶୁ ମାନଙ୍କର କୁର୍ମି ଔଷଧ ଓ ଟୀକା କରଣ ହୋଇ ଯାଇଥିବା ଦରକାର, ନଚେତ କରାଇ ନିଅନ୍ତୁ.ବର୍ଷା ଓ ବନ୍ୟା ଯୋଗୁ ଝାଡା, ଆଖି ଝରା, ପେଟ ଫମ୍ପା, ଆଦି ବଢିପାରେ; ମଶା, ମାଛି, ଟିଙ୍କ, ଉଙ୍କୁଣି, ଡାଆଁଶ ଙ୍କ ପାଦ୍ରୁଭାବ ବିଶେଷ ଭାବେ ବଢି ଯାଏ. ଥେଲେରିଆ, ବେବେଶିଆ, ସରା ଆଦି ରୋଗ ର ମାତ୍ରା ବଢି ଯାଏ; ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ପାଣି ଜମା ହେବାକୁ ଦେବା କଥା ନୁହେଁ.ଦେହ ଖରାପ ହେବା ମାତ୍ରେ ଡାକ୍ତର ପରାମର୍ଶ କରିବା ଦରକାର.
------------------------

ନିଜକୁ ସଫାସୁତୁରା ରଖନ୍ତୁ. ପରିସ୍କାର କପଡା ପିନ୍ଧନ୍ତୁ. ନିଜ ଘର କୁ ପରିସ୍କାର ରଖନ୍ତୁ ଓ ଆବର୍ଜନା କୁ ଏଣେ ତେଣେ ନ ପକାଇ dustbin ର ବ୍ୟବହାର କରନ୍ତୁ. ଘର ଚତୁର୍ପାଶ୍ୱକୁ ସଫା ସୁତୁରା ରଖନ୍ତୁ. ବାହାରେ ମଳତ୍ୟାଗ ନ କରି ପାଇଖାନା ର ବ୍ୟବହାର କରନ୍ତୁ - ସ୍ୱଚ୍ଛ ଭାରତ ମିଶନ
------------------------

ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର ଶାଖାର ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ୨୮ ଓ 29 ତାରିଖ ସାମୁଦ୍ରିକ ଝଡ ମୋଁଥା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପବନ ସହ ବର୍ଷା ଲାଗି ରହିବ. ଏଥିପାଇଁ ଚାଷୀଭାଇ ମାନଙ୍କୁ ସଜାଗ ରହିବା ପାଇଁ ଅନୁରୋଧ କରାଯାଉଛି I ସର୍ବାଧିକ ପବନର ପ୍ରଭାବ ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ରେ ହେବ I ବର୍ଷା ହେବା ପୂର୍ବରୁ ସଅଳ ଓ ମଧ୍ୟମ କିସମ ଧାନ କେଣ୍ଡାରେ ଶତକଡା ୮୫ ଭାଗ ପାଚିଯାଇଥିଲେ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ I
------------------------

ଶୀତ ଦିନିଆ ପନିପରିବା ଚାଷ ପାଇଁ 3ଫୁଟ ଓସାର ଓ 10ଫୁଟ ଲମ୍ବର ପଟାଳି ପ୍ରସ୍ତୁତ କରନ୍ତ ପ୍ରତି ପଟାଳି ପିଛା 2 ଝୁଡି ଖତ, 50 ଗ୍ରାମ CHLOROPYRIPHOS ଓ 50ଗ୍ରାମ ସୁଫଳା ସାର ମିଶାଇ ପ୍ରୟୋଗ କରନ୍ତୁ
------------------------

ଯଦି ଆପଣଙ୍କ ଗୃହପାଳିତ ପଶୁ ଖାଦ୍ୟରୁ ବଞ୍ଚିତ ହେଉଛି, ଦୁର୍ବଳ, ଝାଡ଼ାବାନ୍ତି, କ୍ଷୀର ଉତ୍ପାଦନ କମ୍, ଆଖିରେ ଶୁଷ୍କତା ଏବଂ ପ୍ରତିବନ୍ଧକ ସୃଷ୍ଟି ହେଉଛି, ତେବେ ଏହାର ପରଜୀବୀ ଉପଦ୍ରବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କୃମି ବା ପରଜୀବୀ ପଶୁ ମାନଙ୍କର ଉତ୍ପାଦନ କ୍ଷମତା ଏବଂ ଉତ୍ପାଦକତା ହ୍ରାସ କରିଥାଏ । ତେଣୁ ନିକଟସ୍ଥ ଏଲଏସି, ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ନିୟମିତ ବ୍ୟବଧାନରେ ସେମାନଙ୍କ ପଶୁମାନଙ୍କର ମଳ ନମୁନା ପରୀକ୍ଷା କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାପରେ କୃମିନାଶକ କରିବା ଉଚିତ୍ ।
------------------------

Our Authorities

Krishi Vigyan Kendra, Ganjam

Prof. Pravat Kumar Roul Hon'ble Vice-Chancellor,OUAT, Bhubaneswar

Krishi Vigyan Kendra, Ganjam

Prof. Prasannajit Mishra Dean, Extension Education, OUAT, Bhubaneswar

Krishi Vigyan Kendra, Ganjam

Dr. Pradip Dey Director, Zone- V, ICAR ATARI, Kolkata

Krishi Vigyan Kendra, Ganjam-I

Krishi Vigyan Kendra, Ganjam
Krishi Vigyan Kendra, Ganjam-I was established in the year, February 1985 to meet the extension needs of the district of Ganjam, Odisha State. Geographically it is located at latitude of N 19° 57' 4.305" and a longitude of E 84° 35' 42.9072" with an elevation of 27m and 58.4m of East & South Eastern Coastal Plain Zone and North Eastern Ghat Zone respectively of above the Mean Sea level
The principal Kharif crops grown in this district are Paddy, Maize, sugarcane, and Rabi crops are Groundnut, Mustard, Greengram, Blackgram, sunflower and Vegetables


Krishi Vigyan Kendra, Ganjam-I

At:       Benakunda

P.O:     Dihapadhal

Via:     Bhanjanagar

Dist:    Ganjam

Telehone : 06821-241152

Year of Establishment : February, 1985

Location : At : Benakunda, P.O- Dihaadhala, Bhanjanagar, Ganjam

      LATITUDE    -    N 19° 57' 4.305"

      LONGITUDE -    E 84° 35' 42.9072"

LAND UTILAISATION

KVK Instructional Farm

20.0ha

Area under Buildings

0.6ha

Area under cultivation (ha)

14.4ha

Waste land(ha)

5.0

Orchard

2.0 ha

Crop cafeteria & Demo Unit

1.0 ha

Seed production

11.4 ha

 

 

 VILLAGE ADOPTION

 

Sl. No.

Name of village

Block

Year of adoption (from to)

1

Bausalundi

Bhanjanagar

1985-86

 

Tulashipalli

- do -

 

 

Gamundi

- do -

 

 

Benakunda

- do -

 

 

Dihapadhal

- do -

 

2

Dihapadhal

- do -

1986-87

3

Dihapadhal

- do -

1987-88

4

Tatabali

Sorada

1988-89

 

Boribandha

Bhanjanagar

 

 

Gopalpur Sasan

Sorada

 

 

Dhumuchai

Belaguntha

 

 

Tanarada

- do -

 

5

Tanarada

- do -

1989-90

6

Jampali

Bhanjanagar

1990-91

 

Rambha

- do -

 

 

Valiakhai

Belaguntha

 

 

Buduli

- do -

 

 

Dimiripali

- do -

 

7

Dimiripali

Bhanjanagar

1991-92

8

Dimiripali

- do -

1992-93

9

Kaindi

Bhanjanagar

1993-94

 

Pailipada

Belaguntha

 

 

Chhedabhuin

Bhanjanagar

 

 

Lalsingh

- do -

 

 

Jampali

- do -

 

10

Jampali

- do -

1994-95

11

Jampali

- do -

1995-96

12

Gandadhar

Jaganathprasad

1996-97

 

Chadeyapalli

Bhanjanagar

 

 

Sarakumpa

Jaganathprasad

 

 

Mujagarh

Bhanjanagar

 

       

13

Mujagarh

- do -

1997-98

       

14

Mujagarh

- do -

1998-99

       

15

Jayamangal

- do -

1999-2000

 

Bediguba

- do -

 

 

Malasapadar

- do -

 

 

Mudulipalli

- do -

 

 

Lunijhola

Belaguntha

 

       

16

Lunijhola

Belaguntha

2000-01

       

17

Lunijhola

- do -

2001-02

       

18

Takarada

Buguda

2002-03

 

Maraipat

Belaguntha

 

 

Khariguda

Sorada

 

 

Nidhiapali

Bhanjanagar

 

 

Rangamera

Bhanjanagar

 

       

19

Mareipat

Belaguntha

2007-08

 

Kathachira

Bhanjanagar

 

 

Badaborasingh

Belaguntha

 

 

Nidhiapalli

Bhanjanagar

 

 

Lunipada

Belaguntha

 

       

20

Halandkhola

Bhanjanagar

2008-09

 

Dhumuchhai

Belaguntha

 

21

Burujhola

Buguda

2009-10

 

Halandkhola

Bhanjanagar

 

 

Gochha

Sorada

 

 

Dalak

Belaguntha

 

 

Chopara

Jagannath Prasad

 

22

K.bhereda

Jagannath prasad

2010-11

       

23

Lepa

Jagannath Prasad

2013-14

 

sariapalli

Bellaguntha

 

 

Gunduribadi

Bhanjanagar

 

 

Pathara

Buguda

 

 

Chopara

Jagannathaprasad

 

       

24

Inginathi

Belaguntha

2015-16

 

A.barida

 

 

 

Salabani

 

 

 

Lepa

 

 

 

A.Barida

Kabisurya Nagar

 

 

Salabani

Buguda

 

       

25

Salabani

Buguda

2016-17

 

Gunduribadi

Bhanjanagar

 

 

Inginathi

Belaguntha

 

 

Lepa

Jagannathaprasad

 

 

A.barida

Kabisuryanagr

 

 

 

 

 

26

A.barida

Kabisuryanagr

2017-18

 

Lepa

Jagannathaprasad

 

 

Padampur

Surada

 

 

Phulasarapalli

Aska

 

 

Patulisahi

Belaguntha

 

From Sr. Scientist & Head's Desk

Krishi Vigyan Kendra, Ganjam-I is bringing out its website www.kvkganjam.org for the benefit of the farmer and extension workers of the district. The Krishi Vigyan Kendra of the district is playing a catalytic role for the socio-economic development of the farmers. The team of multi disciplinary scientists placed in the KVK assesses, refines and disseminates technologies related to agriculture and allied sectors. The website will establish link between scientists, extension agencies and the farmers. It will carry message regarding improved agricultural technologies, governmental source of information and motivation for the farmers. I hope this website will be a propeller to agricultural growth and farmers’ prosperity of the district.

Mandate of KVK

Activities 

  • On-farm testing to identified the location specification of agriculture technologies under various farming systems.
  • Front line demonstration to establish its production potentials on the farmers field .
  • Training of farmers to update their knowledge and skills in modern agricultural technologies, training of unemployed rural youth and training of extension personnel of line departments to orient them in the frontier areas of technology development.
  • To work as resource and knowledge center of agricultural technology for supporting initiatives of public/private and voluntary sector for improving the agricultural economy of the district.
  • Organisation of various extension activities and publication of varied literatures to create awareness about the improved technology.
  • Production and distribution of quality seeds and planting materials

Weather Forecast

GANJAM WEATHER