View Webisite in     English   ଓଡ଼ିଆ
Website last updated  : Mar 18 2023 6:42:41:743PM
  06821296222 kvkganjam1. ouat@gmail.com
ଲଙ୍କା ଫସଲରେ ପତ୍ର ମୋଚା ପରିଚାଳନା ପାଈଁ ୨୫ଗ୍ରାମ DIAFENTHURIUM ୧୫ଲିଟର ପାଣିରେ ଓ ୧୫ ଦିନ ପରେ ୧୦ଗ୍ରାମ ACETAMIPRAD ୧୫ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.
---------------------
ପନିପରିବା ତଲିଘେରା କଟା ରୋଗ ର ଦମନ ପାଇଁ HEXACONAZOL + CAPTAN 2ଗ୍ରାମ/ଲିଟର ଦ୍ରବଣ ପ୍ରସ୍ତୁତ କରି ତଳି ଶଯ୍ୟା ରେ ସିଞ୍ଚନ କରନ୍ତୁ ଓ ତଳି ଶଯ୍ୟାକୁ ଓଦା ରଖନ୍ତୁ I
---------------------
ମୁଗ ବିରି ବୁଣିବାର ଏକ ମାସ ପରେ ଫୁଲ ଆସିବା ସମୟରେ ୟୁରିଆ ସାର ୧ - ୨ ଥର ୧୫ ଲିଟର ପାଣିରେ 200 ଗ୍ରାମ ମିଶାଇ ସ୍ପ୍ରେ କରନ୍ତୁ I
---------------------
ଖରିଫ ମୁଗ ଓ ବିରି ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ନେଇ ଖରାରେ ଭଲଭାବେ ଶୁଖାଇ ଦିଅନ୍ତୁ I ଖରିଫ ଚିନାବାଦାମ ପାକଳ ହୋଇଯାଇଥିଲେ ଗଛକୁ ଉପାଡି ଦିଅନ୍ତୁ ଓ ଗଛ ଗୁଡିକ ବିଡ଼ା ବାନ୍ଧି ଚେର ଉପରକୁ ଗଛ ତଳକୁ କରି ଖରାରେ ଶୁଖାଇ ଦିଅନ୍ତୁ I
---------------------
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଆସନ୍ତା 22 ତାରିଖ ସୁଦ୍ଧା ବାତ୍ୟା ଓ ବର୍ଷା ଆଶଙ୍କା ଥିବାରୁ ଜନ୍ତୁଙ୍କୁ ଉଚ୍ଚ ସ୍ଥାନରେ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଯାନ୍ତୁ I 72 ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଗଛିତ ରଖିବା ସହିତ ଅତ୍ୟାବଶକୀୟ ଔଷଧ ପାଖରେ ରଖନ୍ତୁ I ପାଣି ବିଶୋଧନ କରିବାର ବ୍ୟବସ୍ଥା କରନ୍ତୁ I
---------------------

From Sr. Scientist & Head's Desk

Our Authorities

Prof. Pravat Kumar Roul, Hon'ble Vice-chancellor, OUAT, Bhubaneswar
Prof. P.J Mishra, Dean Extension Education, OUAT, Bhubaneswar
Dr. S. K Roy, Director, ICAR-ATARI, Kolkata
Hide Main content block

Weather Forecast

Office Location Map

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions