View Webisite in     English   ଓଡ଼ିଆ
Website last updated  : Jan 9 2025 8:09:16:653PM
  06821296222 kvkganjam1. ouat@gmail.com
ଖରିଫ ମୁଗ ଓ ବିରି ଫସଲରେ ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ନେଇ ଖରାରେ ଭଲଭାବେ ଶୁଖାଇ ଦିଅନ୍ତୁ. ଖରିଫ ଚିନାବାଦାମ ପାକଳ ହୋଇଯାଇଥିଲେ ଗଛ କୁ ଉପାଡି ଦିଅନ୍ତୁ ଓ ଗଛ ଗୁଡିକୁ ବିଡ଼ା ବାନ୍ଧି ଚେର ଉପରକୁ ଗଛ ତଳକୁ କରି ଖରାରେ ଶୁଖାଇ ଦିଅନ୍ତୁ.
---------------------
ବର୍ତମାନ ପନିପରିବା ତଳି ଲଗାଉଥିଲେ ରାତିର କମ ତାପମାତ୍ରା ରୁ ରକ୍ଷା ପାଇବା ପାଇଁ ରାତିରେ ତଳି କୁ କାଗଜ଼ ଠୁଙ୍ଗାରେ ଘୋଡାଇ ଦିଅନ୍ତୁ. ବର୍ତମାନ ତାପମାତ୍ରା କମ ରହୁଥିବାରୁ ଗଜା ଭଲ ହେବ ନାହିଁ
---------------------
ଭେଣ୍ଡି ଗଛରେ ସାହେବି ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛ କୁ ଉପାଡି ଦିଅନ୍ତୁ, ଅଠାଳିଆ ଯନ୍ତା ବସାନ୍ତୁ.ଏକରରୁ ୭୦ଗ୍ରାମ THIOMETHOXAM କିମ୍ବା ୬୦ମିଲିଲିଟର IMIDACHLOPRID କୁ ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.
---------------------
ଧାନ ରେ ମାଟିଆ ଗୁଣ୍ଡି କୀଟ ର ନିୟନ୍ତ୍ରଣ ପାଈଁ ଏକର ପ୍ରତି 60gm THIOMETHOXAM କିମ୍ବା 400gm ACEPHATE କିମ୍ବା 300ml BUPROFEZIN କୁ 200lt ପାଣିରେ ମିଶାଇ ସିଞ୍ଚନ କରନ୍ତୁ.
---------------------
ଏହି ସମମୟରେ ପଶୁ ମାନଙ୍କର କୁର୍ମି ଔଷଧ ଓ ଟୀକା କରଣ ହୋଇ ଯାଇଥିବା ଦରକାର, ନଚେତ କରାଇ ନିଅନ୍ତୁ.ବର୍ଷା ଓ ବନ୍ୟା ଯୋଗୁ ଝାଡା, ଆଖି ଝରା, ପେଟ ଫମ୍ପା, ଆଦି ବଢିପାରେ; ମଶା, ମାଛି, ଟିଙ୍କ, ଉଙ୍କୁଣି, ଡାଆଁଶ ଙ୍କ ପାଦ୍ରୁଭାବ ବିଶେଷ ଭାବେ ବଢି ଯାଏ. ଥେଲେରିଆ, ବେବେଶିଆ, ସରା ଆଦି ରୋଗ ର ମାତ୍ରା ବଢି ଯାଏ; ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ପାଣି ଜମା ହେବାକୁ ଦେବା କଥା ନୁହେଁ.ଦେହ ଖରାପ ହେବା ମାତ୍ରେ ଡାକ୍ତର ପରାମର୍ଶ କରିବା ଦରକାର.
---------------------

From Sr. Scientist & Head's Desk

Our Authorities

Prof. Pravat Kumar Roul, Hon'ble Vice-chancellor, OUAT, Bhubaneswar
Prof. Prasannajit Mishra, Dean, Extension Education, OUAT, Bhubaneswar
Dr. P. Dey, Director, Zone-V, ICAR-ATARI, Kolkata
Hide Main content block

Weather Forecast

Office Location Map

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions