View Webisite in     English   ଓଡ଼ିଆ
Website last updated  : Oct 7 2025 11:28:49:310PM
  06821296222 kvkganjam1. ouat@gmail.com
ଧାନରେ ମାଟିଆଗୁଣ୍ଡି କୀଟର(ଚକଡା ରୋଗ)ପରିଚାଳନା ପାଇଁ ଜମିରୁ ପାଣି କାଟି ଦିଅନ୍ତୁ,୬ଫୁଟ ଅନ୍ତରରେ ପହି ଭାଙ୍ଗନ୍ତୁ ଓ ଗଛମୂଳରେ DINOTEFURAN ୧୫୦ଗ୍ରାମ କିମ୍ବା BUPROFEZIN+ACEPHATE ୧.25kg ହେକଟର ପ୍ରତି ୫୦୦ ଲିଟର ପାଣିରେ ମିଶାଇ ସିଂଚନ୍ତୁ.
---------------------
ନିଜକୁ ସଫାସୁତୁରା ରଖନ୍ତୁ. ପରିସ୍କାର କପଡା ପିନ୍ଧନ୍ତୁ. ନିଜ ଘର କୁ ପରିସ୍କାର ରଖନ୍ତୁ ଓ ଆବର୍ଜନା କୁ ଏଣେ ତେଣେ ନ ପକାଇ dustbin ର ବ୍ୟବହାର କରନ୍ତୁ. ଘର ଚତୁର୍ପାଶ୍ୱକୁ ସଫା ସୁତୁରା ରଖନ୍ତୁ. ବାହାରେ ମଳତ୍ୟାଗ ନ କରି ପାଇଖାନା ର ବ୍ୟବହାର କରନ୍ତୁ - ସ୍ୱଚ୍ଛ ଭାରତ ମିଶନ
---------------------
ଅତ୍ୟଧିକ ବର୍ଷା ମାଡ଼ ଖାଇ ମକାଗଛ ଢଳିପଡିଥିଲେ ମୂଳକୁ ମାଟି ଦେଇ ଉଠାଇଦିଅନ୍ତୁ.ପତ୍ର ଆଚ୍ଛାଦ ପୋଡା ରୋଗ ଦେଖାଦେଲେ ଏକର ପ୍ରତି ୫୦୦ମିଲି VALIDAMYCIN ୩% L କିମ୍ବା ୨୦୦ମିଲି PROPICONAZOL ୨୫% E .C 200 ଲିଟର ପାଣିରେ ମିଶାଇ ମୂଳକୁ ସିଞ୍ଚନ କରନ୍ତୁ.
---------------------
ଏହି ସମମୟରେ ପଶୁ ମାନଙ୍କର କୁର୍ମି ଔଷଧ ଓ ଟୀକା କରଣ ହୋଇ ଯାଇଥିବା ଦରକାର, ନଚେତ କରାଇ ନିଅନ୍ତୁ.ବର୍ଷା ଓ ବନ୍ୟା ଯୋଗୁ ଝାଡା, ଆଖି ଝରା, ପେଟ ଫମ୍ପା, ଆଦି ବଢିପାରେ; ମଶା, ମାଛି, ଟିଙ୍କ, ଉଙ୍କୁଣି, ଡାଆଁଶ ଙ୍କ ପାଦ୍ରୁଭାବ ବିଶେଷ ଭାବେ ବଢି ଯାଏ. ଥେଲେରିଆ, ବେବେଶିଆ, ସରା ଆଦି ରୋଗ ର ମାତ୍ରା ବଢି ଯାଏ; ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ପାଣି ଜମା ହେବାକୁ ଦେବା କଥା ନୁହେଁ.ଦେହ ଖରାପ ହେବା ମାତ୍ରେ ଡାକ୍ତର ପରାମର୍ଶ କରିବା ଦରକାର.
---------------------
ଛତୁ ବେଡ଼ ରେ ବିଭିନ୍ନ ଅଦରକାରୀ କବକ କୁ ରୋକିବା ପାଇଁ ନଡ଼ା ବତୁରାଈବା ବେଳେ ବେଡ଼ ପ୍ରତି ୧୦ଗ୍ରାମ ଚୁନା ପ୍ରୟୋଗ କରନ୍ତୁ. ପାଳଛତୁ ଚାଷ ପାଇଁ ଅଧିକ ଅମଳକ୍ଷମ ବିହନ ଓସମ-୧୧ ବ୍ୟବହାର କରନ୍ତୁ. ଏହା ଅନ୍ୟ ବିହନ ଅପେକ୍ଷା ୧୪ପ୍ରତିଶତ ଅଧିକ ଅମଳ ଦେଇଥାଏ.
---------------------

From Sr. Scientist & Head's Desk

Our Authorities

Prof. Pravat Kumar Roul, Hon'ble Vice-chancellor, OUAT, Bhubaneswar
Prof. Prasannajit Mishra, Dean, Extension Education, OUAT, Bhubaneswar
Dr. P. Dey, Director, Zone-V, ICAR-ATARI, Kolkata
Hide Main content block

Weather Forecast

Office Location Map

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions