View Webisite in     English   ଓଡ଼ିଆ
Website last updated  : Nov 24 2022 7:33:52:420PM
  06821296222 kvkganjam1. ouat@gmail.com
ଖରିଫ ମୁଗ ଓ ବିରି ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ନେଇ ଖରାରେ ଭଲଭାବେ ଶୁଖାଇ ଦିଅନ୍ତୁ I ଖରିଫ ଚିନାବାଦାମ ପାକଳ ହୋଇଯାଇଥିଲେ ଗଛକୁ ଉପାଡି ଦିଅନ୍ତୁ ଓ ଗଛ ଗୁଡିକ ବିଡ଼ା ବାନ୍ଧି ଚେର ଉପରକୁ ଗଛ ତଳକୁ କରି ଖରାରେ ଶୁଖାଇ ଦିଅନ୍ତୁ I
---------------------
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଆସନ୍ତା 22 ତାରିଖ ସୁଦ୍ଧା ବାତ୍ୟା ଓ ବର୍ଷା ଆଶଙ୍କା ଥିବାରୁ ଜନ୍ତୁଙ୍କୁ ଉଚ୍ଚ ସ୍ଥାନରେ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଯାନ୍ତୁ I 72 ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଗଛିତ ରଖିବା ସହିତ ଅତ୍ୟାବଶକୀୟ ଔଷଧ ପାଖରେ ରଖନ୍ତୁ I ପାଣି ବିଶୋଧନ କରିବାର ବ୍ୟବସ୍ଥା କରନ୍ତୁ I
---------------------
ଧାନରେ ପତ୍ର ଆଛାଦ ପୋଡା ରୋଗ ଦେଖାଦେଲେ ଏକର ପ୍ରତି 500 ମି.ଲି. VALIDAMYCIN କିମ୍ବା 400 ମି.ଲି. HEXACONAZOLE ସିଞ୍ଚନ କରନ୍ତୁ
---------------------
ଧାନ ଫସଲରେ ବୁଦା ପ୍ରତି 10 ରୁ ଅଧିକ ମାଟିଆ ଗୁଣ୍ଡି କୀଟ ଦେଖାଦେଲେ ଜମିରୁ ପାଣି କାଟି ପାହି ଭାଙ୍ଗି ଏକର ପ୍ରତି DINOTEFURAN 80 ଗ୍ରାମ କିମ୍ବା FLONICAMIDE 60 ଗ୍ରାମ କିମ୍ବା BUPROFEZIN +ACEPHATE 500 ଗ୍ରାମ ସିଞ୍ଚନ କରନ୍ତୁ
---------------------
ମାଣ୍ଡିଆ ରେ ଗଣ୍ଠି ପୋକ ଦେଖାଦେଲେ ଜୈବିକ ବିଷ BACILLUS THURINGIENSIS (Bt) - 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ
---------------------

From Sr. Scientist & Head's Desk

Our Authorities

Prof. Pravat Kumar Roul, Hon'ble Vice-chancellor, OUAT, Bhubaneswar
Prof. P.J Mishra, Dean Extension Education, OUAT, Bhubaneswar
Dr. S. K Roy, Director, ICAR-ATARI, Kolkata
Hide Main content block

Weather Forecast

Office Location Map

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions